Skip to content

ନୂଆଦିଲ୍ଲୀ: ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁମ୍ରୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଭୋଟ୍ ଦେବା ପରେ ସେ ନିଜର କାଳି ଲଗାଯାଇଥିବା ଆଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରଙ୍କ ମଧ୍ୟରେ ସଚେତନତଚା ସୃଷ୍ଟି କରିଛନ୍ତି। ତେବେ ସେ ଉପସ୍ଥିତ ଗଣମାଧ୍ୟମ ସହିତ କୌଣସି କଥାବାର୍ତ୍ତା ନ କରି ଘରକୁ ଫେରି ଯାଇଥିଲେ।